ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ପ୍ରକାଶନ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ପ୍ରକାଶନ   ବିଶେଷ୍ୟ

ଅର୍ଥ : ଯେଉଁ ପୁସ୍ତକ, ପତ୍ରିକା ଆଦିକୁ ପ୍ରକାଶିତ କରାଯାଏ

ଉଦାହରଣ : ଏହା ଆମ ପ୍ରେସର ନୂତନ ପ୍ରକାଶନର ସୂଚୀ


ଅନ୍ୟ ଭାଷାରେ ଅନୁବାଦ :

वह पुस्तक, पत्रिका आदि जो प्रकाशित की जाए।

यह हमारे प्रेस की नवीन प्रकाशन की सूची है।
प्रकाशन

A copy of a printed work offered for distribution.

publication

ଅର୍ଥ : କୌଣସି କୃତିଆଦିକୁ ପ୍ରକାଶିତ କରିବା କାମ

ଉଦାହରଣ : ଏହି ପତ୍ରିକାର ପ୍ରକାଶନ ଏବେ ହୋଇଛି


ଅନ୍ୟ ଭାଷାରେ ଅନୁବାଦ :

कोई कृति आदि प्रकाशित करने का काम।

इस पत्रिका का प्रकाशन हाल में ही हुआ है।
प्रकाशन

The business of issuing printed matter for sale or distribution.

publication, publishing