ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ପ୍ରକଳ୍ପନା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ପ୍ରକଳ୍ପନା   ବିଶେଷ୍ୟ

ଅର୍ଥ : ଯେଉଁ କଥାର ବହୁତକିଛି ସମ୍ଭାବନା ରହିଛି, ତାହାକୁ ପ୍ରଥମରୁ ମାନିନେବା ବା ତାହାର କଳ୍ପନା କରିନେବା କ୍ରିୟା

ଉଦାହରଣ : ତୁମ ପରିକଳ୍ପନା ମୋ ବୁଝିବା ବାହାରେ

ସମକକ୍ଷ : ପରିକଳ୍ପନା


ଅନ୍ୟ ଭାଷାରେ ଅନୁବାଦ :

जिस बात की बहुत-कुछ संभावना हो, उसे पहले ही मान लेने या उसकी कल्पना कर लेने की क्रिया।

तुम्हारी परिकल्पना मेरी समझ के परे है।
अभिकल्पना, थ्योरी, परिकल्पना, प्रकल्पना