ଅର୍ଥ : ମିଥ୍ ସମୂହ ବା ଯେଉଁ କାହାଣୀ କୌଣସି ସଂସ୍କୃତି ସହ ଜଡ଼ିତ
ଉଦାହରଣ :
ଶ୍ୟାମ ପୌରାଣିକ କାହାଣୀ ପଢ଼ିବାକୁ ପସନ୍ଦ କରେ
ସମକକ୍ଷ : ପୌରାଣିକ କାହାଣୀ, ମିଥ୍
ଅନ୍ୟ ଭାଷାରେ ଅନୁବାଦ :
मिथकों का समूह या वे कहानियाँ जो किसी संस्कृति आदि से जुड़ी हों।
श्याम पौराणिकी पढ़ने में रुचि लेता है।Myths collectively. The body of stories associated with a culture or institution or person.
mythology