ଅର୍ଥ : ନିଆଁ ସମ୍ପର୍କରୁ ଜଳୁଥିବା କିମ୍ବା ଗରମପବନ ହେଉଥିବାର ରୂପ
ଉଦାହରଣ :
ଚୁଲିରେ ନିଆଁ ଜଳୁଛି
ଅନ୍ୟ ଭାଷାରେ ଅନୁବାଦ :
Start to burn or burst into flames.
Marsh gases ignited suddenly.ଅର୍ଥ : ଲଙ୍କାଆଦି ବସ୍ତୁର ଜିଭ ବା ଶରୀର ଉପରେ ହେଉଥିବା ତୀବ୍ର ଅନୁଭବ
ଉଦାହରଣ :
ରାଗ ଖାଇବାରୁ ମୋ ଜିଭ ପୋଡ଼ୁଛି
ସମକକ୍ଷ : ଜଳିବା
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ସିଝିବାର କାମ କରିବା
ଉଦାହରଣ :
ଟାଣଖରା ଆମକୁ ସିଝାଇଦେଲା ନିଆଁ ପାଖରେ ଠିଆହୋଇ ଆପଣ ଆପଣଙ୍କ କପଡ଼ା ପୋଡ଼ିଦେଲେ
ସମକକ୍ଷ : ସିଝିବା
ଅନ୍ୟ ଭାଷାରେ ଅନୁବାଦ :