ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ପୋଦିନା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ପୋଦିନା   ବିଶେଷ୍ୟ

ଅର୍ଥ : ଗୋଟିଏ ଛୋଟ ଗଛର ସୁଗନ୍ଧିତ ପତ୍ର ଯାହା ଚଟଣି ମସଲାଆଦି ତିଆରି କରିବା କାମରେ ଆସେ

ଉଦାହରଣ : ପୋଦିନା ପତ୍ର ପେଟପାଇଁ ବହୁତ ଲାଭଦାୟକ


ଅନ୍ୟ ଭାଷାରେ ଅନୁବାଦ :

एक छोटा पौधा जिसकी सुगंधित पत्तियाँ चटनी, मसाले आदि बनाने के काम आती हैं।

पुदीने की पत्तियाँ पेट के लिए बहुत ही लाभदायक होती हैं।
नलिका, नाना, पुदीना, पूतिकन्या, पोदीना, प्रस्थिका

Common garden herb having clusters of small purplish flowers and yielding an oil used as a flavoring.

mentha spicata, spearmint