ଅର୍ଥ : ବିଶେଷକରି ପହଁରିବାପାଇଁ ବନାଯାଇଥିବା ପୋଖରୀ
ଉଦାହରଣ :
ରାମ ପୋଖରୀରେ ପହଁରୁଅଛି
ସମକକ୍ଷ : ଗାଡ଼ିଆ, ସ୍ୱିମିଙ୍ଗ ପୁଲ୍
ଅନ୍ୟ ଭାଷାରେ ଅନୁବାଦ :
वह तालाब जो विशेषकर तैरने के लिए बनाया जाता है।
राम तरणताल में तैर रहा है।Pool that provides a facility for swimming.
`swimming bath' is a British term.