ଅର୍ଥ : ପେଷିବା ବା ଚୂର୍ଣ୍ଣ କରିବା କ୍ରିୟା
ଉଦାହରଣ :
ଏହି କାମ ଲୌହ ପେଷଣ ସହ ସମାନ
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ପେଷା ଯାଉଥିବା ଦ୍ରବ୍ୟ
ଉଦାହରଣ :
ରାମୁ ପେଷିବା ନିମନ୍ତେ ପେଷଣକୁ ଅଖାରେ ଭର୍ତ୍ତି କରୁଥିଲା
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ପେଷିବାର ପ୍ରକ୍ରିୟା ବା ଭାବ
ଉଦାହରଣ :
ପେଷଣପାଇଁ ରଖାଯାଇଥିବା ଶସ୍ୟ ବର୍ଷାରେ ଓଦା ହୋଇଗଲା
ସମକକ୍ଷ : ଚୂର୍ଣ୍ଣନ
ଅନ୍ୟ ଭାଷାରେ ଅନୁବାଦ :