ଅର୍ଥ : କୁସ୍ତିର ଏକ କୌଶଳ
ଉଦାହରଣ :
କୁସ୍ତିବାଜ ପ୍ରତିପକ୍ଷକୁ ପେଞ୍ଚ ମାରି ଭୂଇଁରେ ଗଡ଼ାଇଦେଲା
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ସ୍କୃ ଆଦିରେ ତିଆରି ହୋଇଥିବା ଗୋଲାକାର ମୋଡ
ଉଦାହରଣ :
ପେଚ ଥିବାରୁ ହିଁ ସ୍କୃ କୌଣସି ବସ୍ତୁରେ ସହଜରେ ଲାଗି ଯାଏ
ଅନ୍ୟ ଭାଷାରେ ଅନୁବାଦ :
पेच आदि में बना हुआ गोलाकार घुमाव।
पेच की चूड़ी के कारण ही पेच किसी वस्तु में आसानी से लग जाता है।