ଅର୍ଥ : କୁସ୍ତିରେ ବିପକ୍ଷକୁ ହରାଇବାପାଇଁ ବା ଦବାଇବାପାଇଁ କାମରେ ଅଣାଯାଉଥିବା କୌଶଳ
ଉଦାହରଣ :
ସେ ମୋଟା ପହଲିମାନକୁ ଗୋଟିଏ ପେଚରେ ଚିତ୍କରିଦେଲା
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଯେଉଁ କିଳା ବା କଣ୍ଟାର ମୁନିଆ ଅଗ୍ରଭାଗରୁ ଅଧା ପର୍ଯ୍ୟନ୍ତ ଘେରାଘେରା ହୋଇ ଥାଏ
ଉଦାହରଣ :
ପେଚକଣ୍ଟାକୁ ନ ପିଟି ମୋଡ଼ିକି ଲଗାଯାଏ
ଅନ୍ୟ ଭାଷାରେ ଅନୁବାଦ :
A fastener with a tapered threaded shank and a slotted head.
screwଅର୍ଥ : ସ୍କୃ ଆଦିରେ ତିଆରି ହୋଇଥିବା ଗୋଲାକାର ମୋଡ
ଉଦାହରଣ :
ପେଚ ଥିବାରୁ ହିଁ ସ୍କୃ କୌଣସି ବସ୍ତୁରେ ସହଜରେ ଲାଗି ଯାଏ
ଅନ୍ୟ ଭାଷାରେ ଅନୁବାଦ :
पेच आदि में बना हुआ गोलाकार घुमाव।
पेच की चूड़ी के कारण ही पेच किसी वस्तु में आसानी से लग जाता है।