ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ପେଁକାଳି ଶବ୍ଦର ଅର୍ଥ ଏବଂ ଉଦାହରଣ ।

ପେଁକାଳି   ବିଶେଷ୍ୟ

ଅର୍ଥ : ଗଜା ଆମ୍ବ ଟାକୁଆକୁ ଘଷି ପିଲାମାନଙ୍କଦ୍ୱାରା ତିଆରି କରାଯାଇଥିବା ବାଦ୍ୟ

ଉଦାହରଣ : ପିଲାଟି ପେଁକାଳି ତିଆରି କରିବାପାଇଁ ଛୋଟ ଆମ୍ବ ଚାରାକୁ ଉପାଡୁଛି


ଅନ୍ୟ ଭାଷାରେ ଅନୁବାଦ :

उगी हुई आम की गुठली को घिसकर बच्चों द्वारा बनाया हुआ बाजा।

बच्चा पोपली बनाने के लिए छोटे अमोले को उखाड़ रहा है।
पीपनी, पोपली