ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ପୃଷ୍ଠା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ପୃଷ୍ଠା   ବିଶେଷ୍ୟ

ଅର୍ଥ : କୌଣସି ପୁସ୍ତକ ବା ଖାତାଆଦିରେ ଲାଗିଥିବା ଏହି କାଗଜ ଖଣ୍ଡ ଯାହାର ଦୁଇ ପାଖରେ କିଛି ଲେଖାଯାଇଥାଏ ବା ଲେଖନ୍ତି

ଉଦାହରଣ : ପିଲାଟି ଏହି ପୁସ୍ତକର ଗୋଟିଏ ପୃଷ୍ଠା ଚିରି ଦେଲା

ସମକକ୍ଷ : ଫର୍ଦ, ଫାଳ


ଅନ୍ୟ ଭାଷାରେ ଅନୁବାଦ :

किसी पुस्तक या कापी आदि में लगी हुई वह वस्तु जिसके दोनों ओर कुछ लिखा होता है या लिखते हैं।

बच्चे ने इस पुस्तक का एक पन्ना फाड़ दिया।
पन्ना

A sheet of any written or printed material (especially in a manuscript or book).

folio, leaf

ଅର୍ଥ : ପୁସ୍ତକର ଗୋଟିଏ ପୃଷ୍ଠାର ଗୋଟେ ପଟର ତଳ ବା ଭାଗ

ଉଦାହରଣ : ମୁଁ ଏହି ବହିର ପ୍ରତ୍ୟେକ ପୃଷ୍ଠା ପଢ଼ିସାରିଛି

ସମକକ୍ଷ : ପେଜ୍‌


ଅନ୍ୟ ଭାଷାରେ ଅନୁବାଦ :

पुस्तक के पन्ने के एक ओर का तल या भाग।

इस पुस्तक का प्रत्येक पृष्ठ मैं पढ़ चुका हूँ।
पृष्ठ, पेज

One side of one leaf (of a book or magazine or newspaper or letter etc.) or the written or pictorial matter it contains.

page