ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ପୂର୍ବରୁ ବୋହୁଥିବା ବା ଆସୁଥିବା ବାୟୁ
ଉଦାହରଣ : ବଗିଚାରେ ଯୁବ ଦମ୍ପତ୍ତି ପୁବେଇ ପବନର ଆନନ୍ଦ ନେଉଥିଲେ
ସମକକ୍ଷ : ପୁବେଇ
ଅନ୍ୟ ଭାଷାରେ ଅନୁବାଦ :हिन्दी English
पूरब से चलने या आनेवाली वायु।
A wind from the east.
ଅର୍ଥ : ଏକ ରାଗିଣୀ
ଉଦାହରଣ : ଶ୍ରୋତାମାନେ ସଙ୍ଗୀତଜ୍ଞଙ୍କଦ୍ୱାରା ପୂର୍ବୀ ଗାନ କରିବାପାଇଁ କହିଲେ
ସମକକ୍ଷ : ପୂରବୀ
एक रागिनी।
Any of various fixed orders of the various diatonic notes within an octave.
ଅର୍ଥ : ବିହାରୀ ବୋଲିରେ ଗାନ କରାଯାଉଥିବା ଦାଦରା
ଉଦାହରଣ : ସେ ପୂର୍ବୀ ଗାଉଛି
ଅନ୍ୟ ଭାଷାରେ ଅନୁବାଦ :हिन्दी
बिहारी बोली में गाया जाने वाला दादरा।
ସଂସ୍ଥାପନ କରନ୍ତୁ