ଅର୍ଥ : ସନ୍ଦର୍ଭ ପାଇଁ କୁହାଯାଉଥିବା କୌଣସି ଧାରାବାହିକ,କାହାଣୀ ଆଦିର ପୂର୍ବଭାଗ
ଉଦାହରଣ :
ଧାରାବାହିକର ପ୍ରତ୍ୟେକ ଭାଗର ଆରମ୍ଭରେ ପୂର୍ବକଥା ଦେଖାଇ ଦିଆଯାଏ
ଅନ୍ୟ ଭାଷାରେ ଅନୁବାଦ :
संदर्भ के लिए कहा हुआ किसी धारावाहिक, कहानी आदि का पूर्व भाग।
धारावाहिक के प्रत्येक कड़ी की शुरुआत में पूर्वकथा दिखाई जाती है।