ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ପୂର୍ଣ୍ଣାଙ୍କ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ପୂର୍ଣ୍ଣାଙ୍କ   ବିଶେଷ୍ୟ

ଅର୍ଥ : ଯେଉଁ ସଂଖ୍ୟା ପୂର୍ଣ୍ଣ

ଉଦାହରଣ : ଏକ, ଦୁଇ, ତିନି ଆଦି ପୂର୍ଣ୍ଣ ସଂଖ୍ୟା

ସମକକ୍ଷ : ପୂର୍ଣ୍ଣ ସଂଖ୍ୟା


ଅନ୍ୟ ଭାଷାରେ ଅନୁବାଦ :

वह संख्या जो पूर्ण हो।

एक,दो,तीन आदि पूर्ण संख्यायें हैं।
अभिन्न, पूर्ण संख्या, पूर्णांक

Any of the natural numbers (positive or negative) or zero.

An integer is a number that is not a fraction.
integer, whole number

ଅର୍ଥ : କୌଣସି ପରୀକ୍ଷାପାଇଁ ରଖାଯାଇଥିବା ପୂର୍ଣ୍ଣସଂଖ୍ୟା ଯାହାର ଆଧାରରେ ପରୀକ୍ଷାର୍ଥୀମାନଙ୍କୁ ନମ୍ବର ମିଳେ

ଉଦାହରଣ : ଏହି ପ୍ରଶ୍ନପତ୍ରର ପୂର୍ଣ୍ଣାଙ୍କ ଶହେ


ଅନ୍ୟ ଭାଷାରେ ଅନୁବାଦ :

किसी परीक्षा आदि में अंकों की कुल संख्या जिसके आधार पर परीक्षार्थी को अंक मिलते हैं।

इस प्रश्न-पत्र का पूर्णांक सौ है।
पूर्णांक

Any of the natural numbers (positive or negative) or zero.

An integer is a number that is not a fraction.
integer, whole number