ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ପୂବେଇ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ପୂବେଇ   ବିଶେଷ୍ୟ

ଅର୍ଥ : ସକାଳ ସମୟରେ ପୂର୍ବଦିଗରୁ ବହୁଥିବା ପବନ

ଉଦାହରଣ : ସେ ସକାଳୁସକାଳୁ ପୂବେଇ ପବନରେ ବୁଲିବାର ମଜା ନେଉଛି

ସମକକ୍ଷ : ପୂବେଇ ପବନ


ଅନ୍ୟ ଭାଷାରେ ଅନୁବାଦ :

सुबह के समय पूर्व की ओर से चलने वाली हवा।

वह सुबह-सुबह सबा में टहलने का आनंद ले रहा है।
सबा

A wind from the east.

east wind, easter, easterly