ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ପୁଡ଼ୀ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ପୁଡ଼ୀ   ବିଶେଷ୍ୟ

ଅର୍ଥ : ମୃଦଙ୍ଗ, ତବଲା, ଢୋଲଆଦିର ମୁହଁରେ ମଡ଼ା ହୋଇଥିବା ଗୋଲ ଚମଡ଼ା

ଉଦାହରଣ : ଏହି ଢୋଲର ଦୁଇପଟର ପୁଡ଼ୀ ଖରାପ ହୋଇଗଲାଣି


ଅନ୍ୟ ଭାଷାରେ ଅନୁବାଦ :

मृदंग, तबले, ढोल आदि के मुख पर मढ़ा हुआ गोल चमड़ा।

इस ढोल के दोनों ओर की पूरियाँ खराब हो गयी हैं।
पूड़ी, पूरी

A membrane that is stretched taut over a drum.

drumhead, head