ଅର୍ଥ : ବ୍ରହ୍ମାଙ୍କ ମାନସ ପୁତ୍ର ଥିବା ଜଣେ ଋଷି
ଉଦାହରଣ :
ମହାଭାରତ ଅନୁସାରେ ପୁଲହ ଋଷି ସପ୍ତର୍ଷିମାନଙ୍କ ମଧ୍ୟରେ ଜଣେ ଥିଲେ
ସମକକ୍ଷ :
ପୁଲହ
ଅନ୍ୟ ଭାଷାରେ ଅନୁବାଦ :
एक ऋषि जो ब्रह्मा के मानसपुत्र थे।
महाभारत के अनुसार पुलह सप्तर्षियों में से एक हैं।
पुलह,
पुलह ऋषि
A mentor in spiritual and philosophical topics who is renowned for profound wisdom.
sage