ଅର୍ଥ : ବଂଶ ପରମ୍ପରାରେ କାହାର ବାପା,ଜେଜେ,ଅଣଜେଜେ ବା ପୁଅ,ନାତି,ଅଣନାତି ଆଦିର ବିଚାରରୁ ଗଣନା କ୍ରମରେ କୌଣସି ସ୍ଥାନ
ଉଦାହରଣ :
ତିନିପିଢ଼ିପରେ ଆମ ଘରେ ଝିଅଟିଏ ଜନ୍ମ ହୋଇଛି
ସମକକ୍ଷ : ପିଢ଼ି
ଅନ୍ୟ ଭାଷାରେ ଅନୁବାଦ :
Group of genetically related organisms constituting a single step in the line of descent.
generationଅର୍ଥ : ବ୍ୟାକରଣରେ ସର୍ବନାମର ସେହି ପ୍ରଭେଦ ଯେଉଁଥିରୁ ସର୍ବନାମର ପ୍ରୟୋଗ ବକ୍ତା, ଶ୍ରୋତା, ସଂବୋଧିତ ବ୍ୟକ୍ତି ବା ଅନ୍ୟ କାହା ପାଇଁ ହୋଇଛି ବୋଲି ଜଣାପଡ଼େ
ଉଦାହରଣ :
ବ୍ୟାକରଣ ଅନୁସାରେ ପୁରୁଷ ତିନି ପ୍ରକାରର
ସମକକ୍ଷ : ବ୍ୟାକରଣୀୟ ପୁରୁଷ
ଅନ୍ୟ ଭାଷାରେ ଅନୁବାଦ :
व्याकरण में सर्वनामों का वह भेद जिससे यह जाना जाता है कि सर्वनाम का प्रयोग वक्ता के लिए हुआ है या श्रोता या संबोध्य या किसी और के लिए।
व्याकरण के अनुसार पुरुष तीन प्रकार के होते हैं।