ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ପୁରାବିଦ୍ୟା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ପୁରାବିଦ୍ୟା   ବିଶେଷ୍ୟ

ଅର୍ଥ : ଯେଉଁ ବିଦ୍ୟାରେ ପ୍ରାଚୀନ କାଳ, ମୁଖ୍ୟତଃ ଇତିହାସପୂର୍ବ କାଳର ବସ୍ତୁଗୁଡ଼ିକର ଆଧାରରେ ପୁରୁଣା ଅଜ୍ଞାତ ଇତିହାସକୁ ଜାଣିହୁଏ

ଉଦାହରଣ : ସୀମା ପ୍ରତ୍ନତତ୍ତ୍ୱ ବିଭାଗର ଛାତ୍ରୀ

ସମକକ୍ଷ : ପୁରାତତ୍ତ୍ୱ, ପୁରାଶାସ୍ତ୍ର, ପ୍ରତ୍ନତତ୍ତ୍ୱ ବିଜ୍ଞାନ


ଅନ୍ୟ ଭାଷାରେ ଅନୁବାଦ :

वह विद्या जिसमें प्राचीन काल,मुख्यतः इतिहासपूर्व काल की वस्तुओं के आधार पर पुराने अज्ञात इतिहास का पता लगाया जाता है।

सीमा पुरातत्व की छात्रा है।
पुरातत्त्व, पुरातत्त्व विज्ञान, पुरातत्त्व शास्त्र, पुरातत्त्व-विज्ञान, पुरातत्त्व-शास्त्र, पुरातत्व, पुरातत्व विज्ञान, पुरातत्व शास्त्र, पुरातत्व-विज्ञान, पुरातत्व-शास्त्र, पुराविद्या, पुराशास्त्र, प्रत्न-विज्ञान, प्रत्नतत्व-विज्ञान

The branch of anthropology that studies prehistoric people and their cultures.

archaeology, archeology