ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ପୁରବଟ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ପୁରବଟ   ବିଶେଷ୍ୟ

ଅର୍ଥ : ଚମଡ଼ା ତିଆରି ଏକ ବଡ଼ ପାତ୍ର ଯାହାଦ୍ୱାରା ବଳଦଙ୍କ ସାହାର୍ଯ୍ୟରେ ଖେତରେ ଜଳସେଚନ ନିମନ୍ତେ ପାଣି ବାହାର କରାଯାଏ

ଉଦାହରଣ : ନଳକୂପ, କେନାଲ ଆଦି ଅଭାବରେ କୃଷକ ପୁରବଟ, ତେଣ୍ଡା ଆଦିରେ ଜଳସେଚନ କରନ୍ତି

ସମକକ୍ଷ : ଚରସା, ମୋଟ


ଅନ୍ୟ ଭାଷାରେ ଅନୁବାଦ :

चमड़े का वह बड़ा डोल जिसके द्वारा बैलों की सहायता से खेतों की सिंचाई के लिए पानी खींचा जाता है।

नलकूप, नहर आदि के अभाव में किसान पुरवट, रहट आदि से खेत की सिंचाई करते हैं।
चरस, चरसा, पुर, पुरवट, मोट