ଅର୍ଥ : ଦ୍ୱିତୀୟଥର ମତଦାନ
ଉଦାହରଣ :
ମତଦାନ ବେଳେ କେତୋଟି ମତଦାନ କେନ୍ଦ୍ରରେ କିଛି ତ୍ରୁଟିବିଚ୍ୟୁତି ଯୋଗୁଁ ସେଠାରେ ପୁନଃମତଦାନ କରାଯାଉଛି
ସମକକ୍ଷ : ପୁନଃମତଦାନ
ଅନ୍ୟ ଭାଷାରେ ଅନୁବାଦ :
दुबारा मतदान।
मतदान के दौरान कुछ मतदान केंद्रों पर हुई गड़बड़ी के कारण वहाँ पुनर्मतदान कराया जा रहा है।