ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ପୁଟି ଶବ୍ଦର ଅର୍ଥ ଏବଂ ଉଦାହରଣ ।

ପୁଟି   ବିଶେଷ୍ୟ

ଅର୍ଥ : ପଶୁଙ୍କ ପେଟରେ ଥିବା ମଳଥଳି

ଉଦାହରଣ : ମଳଥଳିରେ ମଳ ଜମା ହୋଇଥାଏ

ସମକକ୍ଷ : ମଳଥଳି, ମଳମୁଣା, ମଳାଶୟ


ଅନ୍ୟ ଭାଷାରେ ଅନୁବାଦ :

पशुओं के पेट में स्थित मल की थैली।

छीछड़े में मल जमा होता है।
छिछड़ा, छीछड़ा

ଅର୍ଥ : ଶଗଡ ଚକର ଯେଉଁ ଭାଗ ଚକ ପରିଧରେ ଲାଗିଥାଏ ଏବଂ ପ୍ରାନ୍ତ ସହିତ ଯୋଡି ହୋଇଥାଏ

ଉଦାହରଣ : ବଢେଇ ପୁଟି ଏବଂ ଅରକୁ ଯୋଡୁଛି


ଅନ୍ୟ ଭାଷାରେ ଅନୁବାଦ :

गाड़ी के पहिए का वह भाग जो पहिए की परिधि पर लगा होता है और आरे से जुड़ा रहता है।

बढ़ई पुट्ठी और आर को जोड़ रहा है।
पुट्ठी