ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ପୁଂସବନ ସଂସ୍କାର ଶବ୍ଦର ଅର୍ଥ ଏବଂ ଉଦାହରଣ ।

ପୁଂସବନ ସଂସ୍କାର   ବିଶେଷ୍ୟ

ଅର୍ଥ : ଉତ୍ତମ ସନ୍ତାନ ପ୍ରାପ୍ତି ନିମନ୍ତେ କାମନାକରି କରାଯାଉଥିବା ସଂସ୍କାର ଯାହା ଗର୍ଭାଧାନର ତୃତୀୟ ମାସରେ କରାଯାଏ

ଉଦାହରଣ : ଏଠାରେ ଆଜି ଆମର ପଡ଼ୋଶୀଙ୍କର ପୁଂସବନ ସଂସ୍କାର ହେଉଛି

ସମକକ୍ଷ : ପୁଂସବନ, ପୁଂସବନ କର୍ମ, ପୁଂସବନ କ୍ରିୟା


ଅନ୍ୟ ଭାଷାରେ ଅନୁବାଦ :

अच्छी संतान प्राप्त करने की कामना से किया जाने वाला संस्कार जो गर्भाधान के तीसरे महीने में किया जाता है।

गर्भस्थ शिशु के समुचित विकास के लिए पुंसवन संस्कार किया जाता है।
पुंसवन, पुंसवन संस्कार

Any customary observance or practice.

rite, ritual