ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : କାହାରି ପାଖରେ ଥିବା ଅସଲ ଧନ କିମ୍ବା ଲାଭ ଆଦିପାଇଁ ବେପାରରେ ଲଗାଯାଉଥିବା ଧନ
ଉଦାହରଣ : ହଜାରେ ଟଙ୍କା ମୂଳଧନରୁ ଆମେ ଲକ୍ଷେ କମେଇପାରିବା ଏହି ବେପାରରେ ଲଗାଯାଇଥିବା ତାର ସବୁ ଧନ ବୁଡ଼ିଗଲା
ସମକକ୍ଷ : ମୂଳଧନ
ଅନ୍ୟ ଭାଷାରେ ଅନୁବାଦ :हिन्दी English
वह असल धन जो किसी के पास हो या लाभ आदि के लिए व्यापार में लगाया जाए।
Assets available for use in the production of further assets.
ସଂସ୍ଥାପନ କରନ୍ତୁ