ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ପିଣ୍ଡ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ପିଣ୍ଡ   ବିଶେଷ୍ୟ

ଅର୍ଥ : କୌଣସି ଗୋଲାକାର ବସ୍ତୁ

ଉଦାହରଣ : ମହାକାଶ ବିଜ୍ଞାନୀ ମହାକାଶ ପିଣ୍ଡଗୁଡ଼ିକର ଅଧ୍ୟୟନ କରୁଛନ୍ତି


ଅନ୍ୟ ଭାଷାରେ ଅନୁବାଦ :

ठोस गोला या कोई गोल पदार्थ।

खगोल शास्त्री खगोलीय पिंडों का अध्ययन कर रहा है।
पिंड, पिण्ड

An individual 3-dimensional object that has mass and that is distinguishable from other objects.

Heavenly body.
body

ଅର୍ଥ : ପିତୃ ପୁରୁଷମାନଙ୍କ ଉଦ୍ଦେଶ୍ୟରେ ଅର୍ପିତ ରନ୍ଧା ହୋଇଥିବା ଖାଦ୍ୟ ଶସ୍ୟ ବା ତାହାର ଚୂନାଆଦିର ଗୋଲ ଗୁଣ୍ଡା

ଉଦାହରଣ : ସେ ପିତୃପୁରଷମାନଙ୍କ ନିମନ୍ତେ ପିଣ୍ଡ ତିଆରି କରି କାଉମାନଙ୍କ ଖାଇବାପାଇଁ ରଖିଦେଲା

ସମକକ୍ଷ : ଶ୍ରାଦ୍ଧ ପିଣ୍ଡ


ଅନ୍ୟ ଭାଷାରେ ଅନୁବାଦ :

पके हुए अन्न या उसके चूर्ण आदि का गोल लौंदा जो श्राद्ध में पितरों के नाम पर दिया जाता है।

उसने पितरों के लिए पिंड बनाकर कौओं के खाने के लिए रख दिया।
पिंड, पिंडा, पिण्ड, पिण्डा, श्राद्ध पिंड, श्राद्ध पिण्ड