ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ପିଆଇବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ପିଆଇବା   ବିଶେଷ୍ୟ

ଅର୍ଥ : ପିଆଇବା କାମ

ଉଦାହରଣ : ଧାଈ ପିଲାକୁ ଦୁଧ ପିଆଇବା ପରେ ଘରକୁ ଯିବାକୁ ଚାହୁଁଛି


ଅନ୍ୟ ଭାଷାରେ ଅନୁବାଦ :

पिलाने का काम।

आया बच्चे की दूध पिलाई के बाद घर जाना चाहती है।
पिलाई

ଅର୍ଥ : କୌଣସି ତରଳ ପଦାର୍ଥକୁ କୌଣସି ବସ୍ତୁରେ ଢାଳିବା ବା ଲଗାଇବା କ୍ରିୟା ଯାହା ଫଳରେ ତାହା ସେହି ବସ୍ତୁର ତଳେଥିବା କଣା ବା ସନ୍ଧିଗୁଡ଼ିକରେ ରହି ଯାଏ

ଉଦାହରଣ : ରାଉତ ଲାଠିକୁ ତେଲ ପିଆଇବା ପରେ ଦୁଧ ଦୁହିଁବାକୁ ଚାଲିଗଲା


ଅନ୍ୟ ଭାଷାରେ ଅନୁବାଦ :

किसी द्रव पदार्थ को इस प्रकार उँड़ेलने या लगाने की क्रिया कि वह उस वस्तु के नीचे के छेदों या संधियों में समा जाए।

रावत लाठी की तेल पिलाई के बाद दूध दुहने चला गया।
पिलाई

ପିଆଇବା   କ୍ରିୟାପଦ

ଅର୍ଥ : ପିଇବାକୁ ଦେବା

ଉଦାହରଣ : ମୋ ସ୍ତ୍ରୀ ପାତ୍ରରେ ପାଣି ପିଆଏ

ସମକକ୍ଷ : ପାନକରାଇବା


ଅନ୍ୟ ଭାଷାରେ ଅନୁବାଦ :

पीने को देना।

मेरी पत्नी प्याऊ में पानी पिलाती है।
पिलाना

ଅର୍ଥ : କାହାରିକୁ ପିଇବା ନିମନ୍ତେ ପ୍ରବୃତ୍ତ କରିବା

ଉଦାହରଣ : ମାଆ ପିଲାକୁ ଦୁଧ ପିଆଉଛନ୍ତି

ସମକକ୍ଷ : ପାନକରାଇବା


ଅନ୍ୟ ଭାଷାରେ ଅନୁବାଦ :

किसी को पीने में प्रवृत्त करना।

माँ बच्चे को दूध पिला रही है।
पिलाना

ଅର୍ଥ : ପିଇବାକାମ ଅନ୍ୟ କାହାଦ୍ୱାରା କରାଇବା

ଉଦାହରଣ : ମାଲିକାଣୀ ତାଙ୍କ ପିଲାକୁ ଆୟାଦ୍ୱାରା ଦୁଧ ପିଆନ୍ତି

ସମକକ୍ଷ : ପାନକରାଇବା


ଅନ୍ୟ ଭାଷାରେ ଅନୁବାଦ :

पिलाने का काम दूसरे से करवाना।

मालकिन अपने बच्चे को आया से दूध पिलवाती है।
पिलवाना