ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ପାହାଡ଼ିଆ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ପାହାଡ଼ିଆ   ବିଶେଷ୍ୟ

ଅର୍ଥ : ଆବଡ଼ା ଖାବଡ଼ା ଭୂମି

ଉଦାହରଣ : ଜଙ୍ଗଲର ପାହାଡ଼ିଆ ଅଞ୍ଚଳ ପାରହୋଇ ଏବେ ଆମେ ସମତଳରେ ଠିଆହୋଇଛୁ


ଅନ୍ୟ ଭାଷାରେ ଅନୁବାଦ :

ऊबड़-खाबड़ भूमि।

जंगल का अखोह पार कर अब हम समतल में खड़े थे।
अखोह

ଅର୍ଥ : ଏକ ପାହାଡ଼ୀ ରାଗ

ଉଦାହରଣ : ସଙ୍ଗୀତଜ୍ଞ ପାହାଡ଼ୀ ରାଗ ଶୁଣାଇ ସମସ୍ତଙ୍କ ଠାରୁ ବାହାବାହା ଲୁଟିନେଲେ

ସମକକ୍ଷ : ପାହାଡ଼ିଆ ରାଗ, ପାହାଡ଼ୀ, ପାହାଡ଼ୀ ରାଗ


ଅନ୍ୟ ଭାଷାରେ ଅନୁବାଦ :

एक पहाड़ी राग।

संगीतज्ञ ने हाड़ी सुनाकर सबकी वाहवाही लूट ली।
हाड़ी, हाड़ी राग

Any of various fixed orders of the various diatonic notes within an octave.

mode, musical mode

ଅର୍ଥ : ଯେ ପାହାଡ଼ିଆ ଜାଗାରେ ବାସ କରେ

ଉଦାହରଣ : ଜଣେ ପାହାଡ଼ୀ ଗାଁ ଗାଁ ବୁଲି ସ୍ୱେଟର ବିକ୍ରି କରୁଛି

ସମକକ୍ଷ : ପାହାଡ଼ୀ


ଅନ୍ୟ ଭାଷାରେ ଅନୁବାଦ :

वह जो पहाड़ी क्षेत्र में निवास करता हो।

एक पहाड़ी गाँव-गाँव घूमकर स्वेटर बेच रहा है।
पर्वती, पर्वतीय, पहाड़ी

ପାହାଡ଼ିଆ   ବିଶେଷଣ

ଅର୍ଥ : ପାହାଡ଼ ସମ୍ବନ୍ଧୀୟ

ଉଦାହରଣ : ସେ ପାହାଡ଼ିଆ ଅଞ୍ଚଳରେ ବାସ କରନ୍ତି

ସମକକ୍ଷ : ପାର୍ବତୀୟ, ପାହାଡ଼ୀ


ଅନ୍ୟ ଭାଷାରେ ଅନୁବାଦ :

पहाड़ संबंधी या पहाड़ का।

वह पहाड़ी क्षेत्र में निवास करता है।
पर्वती, पर्वतीय, पहाड़ी

Having hills and crags.

Hilly terrain.
cragged, craggy, hilly, mountainous