ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଗାଡ଼ି ଆଦିରେ ପାଦ ରଖିବାପାଇଁ ତିଆରି କରାଯାଇଥିବା ସ୍ଥାନ
ଉଦାହରଣ : ସେ ଏକ୍କାଗାଡ଼ିରେ ବସିବାପାଇଁ ପାହାଚରେ ପାଦ ରଖି ଗାଡ଼ିକୁ ଉଠିଲେ
ଅନ୍ୟ ଭାଷାରେ ଅନୁବାଦ :हिन्दी English
इक्के, गाड़ी आदि जैसे ऊँचे यानों या सवारियों में पैर रखकर चढ़ने व उतरने के लिए बना हुआ स्थान, अवयव या भाग।
A low seat or a stool to rest the feet of a seated person.
ଅର୍ଥ : ସୋପାନ
ଉଦାହରଣ : ପାହାଚରେ ଶିଉଳି ଯୋଗୁଁ ପାଦ ଖସିଗଲା
ସମକକ୍ଷ : ସିଡି, ସୋପାନ
ଅନ୍ୟ ଭାଷାରେ ଅନୁବାଦ :हिन्दी
घाट पर की सीढ़ी।
ସଂସ୍ଥାପନ କରନ୍ତୁ