ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ପାଶ୍ଚାତ୍ୟ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ପାଶ୍ଚାତ୍ୟ   ବିଶେଷଣ

ଅର୍ଥ : ପଶ୍ଚିମ ଦେଶମାନଙ୍କ ସହିତ ସମ୍ବନ୍ଧ ରଖିଥିବା

ଉଦାହରଣ : ଆଜିକାଲି ଭାରତୀୟମାନେ ପାଶ୍ଚାତ୍ୟ ସଭ୍ୟତାଆଡ଼କୁ ଅଗ୍ରସର ହେଉଛନ୍ତି

ସମକକ୍ଷ : ପଶ୍ଚିମୀ


ଅନ୍ୟ ଭାଷାରେ ଅନୁବାଦ :

पश्चिम के देशों से संबंध रखने वाला।

आजकल हम भारतीय पाश्चात्य सभ्यता की ओर अग्रसर हो रहे हैं।
पच्छिमी, पश्चिमी, पाश्चात्य