ଅର୍ଥ : କୃତ୍ରିମ ଉପାୟରେ ଉଷୁମାଇ ଫଳକୁ ପଚାଇବା ନିମନ୍ତେ ପତ୍ର ଆଦିଦ୍ୱାରା ଢାଙ୍କି ରଖିବାର ବିଧି
ଉଦାହରଣ :
ସେ ପାଳଦ୍ୱାରା ଫଳଗୁଡ଼ିକୁ ପଚାଏ
ସମକକ୍ଷ :
ପାଳବିଧି
ଅନ୍ୟ ଭାଷାରେ ଅନୁବାଦ :
कृत्रिम रूप से गर्मी पहुँचा कर फलों को पकाने के लिए पत्तों आदि से ढक कर रखने की विधि।
वह पाल द्वारा फलों को पकाता है।
पाल,
पाल विधि