ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ପାର୍ଶ୍ୱଗାୟକ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ପାର୍ଶ୍ୱଗାୟକ   ବିଶେଷ୍ୟ

ଅର୍ଥ : ଯେଉଁ ଗାୟକ ପରଦା ପଛରେ ବା ଆଢ଼ୁଆଳରେ ରହି ଗୀତ ଗାଏ ଏବଂ ଯାହା ଅନୁସାରେ ଅଭିନେତା ନିଜର ଭାବ ପ୍ରଦର୍ଶନ କରେ

ଉଦାହରଣ : କିଶୋର କୁମାର ଜଣେ ପ୍ରସିଦ୍ଧ ପ୍ରଚ୍ଛଦପଟ ଗାୟକ ଥିଲେ

ସମକକ୍ଷ : ପ୍ରଚ୍ଛଦପଟ ଗାୟକ


ଅନ୍ୟ ଭାଷାରେ ଅନୁବାଦ :

वह गायक जो परदे के पीछे से या आड़ से गाता है और जिसके अनुसार अभिनेता अपना भाव दर्शाता हैं।

किशोर कुमार एक प्रसिद्ध पार्श्व गायक थे।
पार्श्व गायक, पार्श्वगायक