ଅର୍ଥ : ଯେ ତରଳ ପଦାର୍ଥ ତଥା ଗ୍ୟାସକୁ ନିଜ ଭିତର ଦେଇ ଯିବାକୁ ଦିଏ
ଉଦାହରଣ :
ବେଙ୍ଗର ତ୍ୱଚା ପାରଗମ୍ୟ ହୋଇଥାଏ
ଅନ୍ୟ ଭାଷାରେ ଅନୁବାଦ :
Allowing fluids or gases to pass or diffuse through.
Permeable membranes.ଅର୍ଥ : ଯାହାକୁ ପାରି କରାଯାଇପାରେ
ଉଦାହରଣ :
ଏହି ଘନ ଜଙ୍ଗଲ ପାରଗମ୍ୟ ନୁହେଁ
ଅନ୍ୟ ଭାଷାରେ ଅନୁବାଦ :