ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ପାପଡ଼ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ପାପଡ଼   ବିଶେଷ୍ୟ

ଅର୍ଥ : ମସଲାଯୁକ୍ତ ବିରି,ମୁଗ,ଚାଉଳଆଦି ଚୂନାରେ ପତଳା ଭାବେ ବେଲା ହୋଇଥିବା ଶୁଖିଲା ଖାଦ୍ୟବସ୍ତୁ ଯାହାକୁ ସେକି ବା ଛାଣିକରି ଖାଆନ୍ତି

ଉଦାହରଣ : ମା ପାମ୍ପଡ଼ ସେକୁଛି

ସମକକ୍ଷ : ପାମ୍ପଡ଼


ଅନ୍ୟ ଭାଷାରେ ଅନୁବାଦ :

उड़द, मूँग, चावल आदि के आटे की मसालेदार पतली बेली हुई सूखी खाद्य-वस्तु जिसे सेंक या तलकर खाते हैं।

माँ पापड़ सेंक रही है।
पापड़, माषयोनि