ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ପାନକରାଇବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ପାନକରାଇବା   କ୍ରିୟାପଦ

ଅର୍ଥ : ପିଇବାକୁ ଦେବା

ଉଦାହରଣ : ମୋ ସ୍ତ୍ରୀ ପାତ୍ରରେ ପାଣି ପିଆଏ

ସମକକ୍ଷ : ପିଆଇବା


ଅନ୍ୟ ଭାଷାରେ ଅନୁବାଦ :

पीने को देना।

मेरी पत्नी प्याऊ में पानी पिलाती है।
पिलाना

ଅର୍ଥ : କାହାରିକୁ ପିଇବା ନିମନ୍ତେ ପ୍ରବୃତ୍ତ କରିବା

ଉଦାହରଣ : ମାଆ ପିଲାକୁ ଦୁଧ ପିଆଉଛନ୍ତି

ସମକକ୍ଷ : ପିଆଇବା


ଅନ୍ୟ ଭାଷାରେ ଅନୁବାଦ :

किसी को पीने में प्रवृत्त करना।

माँ बच्चे को दूध पिला रही है।
पिलाना

ଅର୍ଥ : ପିଇବାକାମ ଅନ୍ୟ କାହାଦ୍ୱାରା କରାଇବା

ଉଦାହରଣ : ମାଲିକାଣୀ ତାଙ୍କ ପିଲାକୁ ଆୟାଦ୍ୱାରା ଦୁଧ ପିଆନ୍ତି

ସମକକ୍ଷ : ପିଆଇବା


ଅନ୍ୟ ଭାଷାରେ ଅନୁବାଦ :

पिलाने का काम दूसरे से करवाना।

मालकिन अपने बच्चे को आया से दूध पिलवाती है।
पिलवाना