ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ପାଦାଧାର ଶବ୍ଦର ଅର୍ଥ ଏବଂ ଉଦାହରଣ ।

ପାଦାଧାର   ବିଶେଷ୍ୟ

ଅର୍ଥ : ବାହକ ଘୋଡ଼ାର ଜିନରୁ ଝୁଲୁଥିବା ପାଦ ରଖିବାସ୍ଥାନ

ଉଦାହରଣ : ଘୋଡ଼ସବାର ଘୋଡ଼ା ଉପରେ ବସି ପାଦାଧାରରେ ନିଜର ଗୋଡ଼ ଛନ୍ଦିଦେଲେ

ସମକକ୍ଷ : ରକାବ


ଅନ୍ୟ ଭାଷାରେ ଅନୁବାଦ :

सवारी के घोड़े की काठी या जीन में लटकनेवाला पावदान।

घुड़सवार घोड़े पर बैठकर रकाब में अपने पैर फँसा लिए।
पायरा, रकाब

Support consisting of metal loops into which rider's feet go.

stirrup, stirrup iron