ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ପାଣ୍ଡାଭଲୁ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ପାଣ୍ଡାଭଲୁ   ବିଶେଷ୍ୟ

ଅର୍ଥ : ଚୀନ ଓ ତିବ୍ବତର ବରଫାବୃତ୍ତ ଜଙ୍ଗଲରେ ମିଳୁଥିବା ଗୋଟିଏ ବଡ଼ ଧଳା ଓ କଳା ସ୍ତନ୍ୟପାୟୀ ପ୍ରାଣୀ

ଉଦାହରଣ : କିଛିଲୋକ ପାଣ୍ଡାକୁ ଭାଲୁ ଜାତିର ବୋଲି ବିଚାରିଥାନ୍ତି

ସମକକ୍ଷ : ପାଣ୍ଡା


ଅନ୍ୟ ଭାଷାରେ ଅନୁବାଦ :

चीन और तिब्बत के बँसीले जंगलों में पाया जानेवाला एक बड़ा सफेद और काला स्तनपायी।

कुछ लोग पाँडा को भालू की जाति का मानते हैं।
पाँडा, पाँडा भालू, पाँडा रीछ, पांडा, पांडा बीयर, पांडा भालू, पांडा रीछ

Large black-and-white herbivorous mammal of bamboo forests of China and Tibet. In some classifications considered a member of the bear family or of a separate family Ailuropodidae.

ailuropoda melanoleuca, coon bear, giant panda, panda, panda bear