ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ବଡ଼ ଟୋକେଇ
ଉଦାହରଣ : ସେ ପାଛିଆ ଭର୍ତ୍ତି କରି ପିଜୁଳି ଆଣିଛି
ସମକକ୍ଷ : ଝୁଡ଼ି
ଅନ୍ୟ ଭାଷାରେ ଅନୁବାଦ :हिन्दी
बड़ा टोकरा।
ଅର୍ଥ : ଏକ ପ୍ରକାର ଖୋଲା ଝୁଡ଼ି
ଉଦାହରଣ : ପାଛିଆ ବେତ ଆଦିରେ ବୁଣା ହୋଇଥାଏ
ସମକକ୍ଷ : ପାଚିଆ, ବେତା
एक प्रकार की खुली टोकरी।
ଅର୍ଥ : ବାଉଁଶ ବା ପତଳା କାଠିରେ ତିଆରି ହୋଇଥିବା ଗୋଲ ଏବଂ ଗହୀରିଆ ପାତ୍ର
ଉଦାହରଣ : ଝୁଡ଼ିରେ ଆମ୍ବ ରଖା ଯାଇଛି
ସମକକ୍ଷ : ଝୁଡ଼ି, ପାଚିଆ, ବଡ଼ ଟୋକେଇ
बाँस या पतली टहनियों का बना हुआ गोल और गहरा पात्र।
ସଂସ୍ଥାପନ କରନ୍ତୁ