ଅର୍ଥ : ଯେଉଁ ସ୍ଥାନରେ ପାଗଳମାନଙ୍କ ଚିକିତ୍ସା କରାଯାଏ ଏବଂ ସେମାନଙ୍କୁ ସେଇଠି ରଖାଯାଏ
ଉଦାହରଣ :
ଶ୍ୟାମର ମାନସିକ ସନ୍ତୁଳନ ବିଗିଡ଼ିଯିବାରୁ ତାକୁ ପାଗଳଖାନାରେ ଭର୍ତ୍ତି କରାଗଲା
ସମକକ୍ଷ : ପାଗଳଗାରଦ
ଅନ୍ୟ ଭାଷାରେ ଅନୁବାଦ :
A hospital for mentally incompetent or unbalanced person.
asylum, insane asylum, institution, mental home, mental hospital, mental institution, psychiatric hospital