ଅର୍ଥ : ଯେଉଁ ବ୍ୟକ୍ତିର ମଥା କାମକରେ ନାହିଁ
ଉଦାହରଣ :
ରାସ୍ତାରେ ପାଗଳ ଲୋକଟି ନିଜକୁ ନିଜେ କଥା କହି କହି ଯାଉଥିଲା
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଯେ ନିଜ ଅଧିନରେ ନାହିଁ
ଉଦାହରଣ :
ପାଗଳ ହାତୀକୁ ଧରିବାପାଇଁ ଚେଷ୍ଟା ଚାଲୁରହିଅଛି
ସମକକ୍ଷ : ଉନ୍ମତ୍ତ, ଭ୍ରାନ୍ତ, ମଦାନ୍ଧ
ଅନ୍ୟ ଭାଷାରେ ଅନୁବାଦ :
Marked by uncontrolled excitement or emotion.
A crowd of delirious baseball fans.ଅର୍ଥ : ଯାହାର ମସ୍ତିଷ୍କରେ ବିକାର ଆସିଯାଇଛି
ଉଦାହରଣ :
ରାମ ନିଜ ଆଖି ଆଗରେ ନିଜ ଘର ଭାଙ୍ଗିଯିବା ଦେଖି ପାଗଳ ହୋଇଗଲା
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଯାହାର କିଛି ପାଗଳାମି ବା ଉନ୍ମାଦଭାବ ଅଛି
ଉଦାହରଣ :
ସେ ଜଣେ ପାଗଳ ବ୍ୟକ୍ତି
ଅନ୍ୟ ଭାଷାରେ ଅନୁବାଦ :