ଅର୍ଥ : ପେଟ ଭିତରେ ଥଳିଭଳି ଏକ ଅଂଶ ଯେଉଁଥିରେ ଖାଇଥିବା ଖାଦ୍ୟପଦାର୍ଥ ଏକାଠି ହୋଇ ହଜମ ହୁଏ
ଉଦାହରଣ :
ଅଧିକ ମସଲାଦିଆ ଖାଦ୍ୟ ଖାଇଲେ ପାକସ୍ଥଳୀ ଖରାପ ହୁଏ
ଅନ୍ୟ ଭାଷାରେ ଅନୁବାଦ :
An enlarged and muscular saclike organ of the alimentary canal. The principal organ of digestion.
breadbasket, stomach, tum, tummy