ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ପାଉଣା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ପାଉଣା   ବିଶେଷ୍ୟ

ଅର୍ଥ : ମାଙ୍ଗଳିକ କାର୍ଯ୍ୟରେ ବାରିକ,ଭାଟ,ବାଜାବାଲା ଆଦିଙ୍କୁ ଦିଆଯାଉଥିବା ନିମନ୍ତ୍ରଣ ଏବଂ ବିଦାକି

ଉଦାହରଣ : ବାରିକ ବିଦାକିକୁ ନେଇ ସନ୍ତୁଷ୍ଟ ନଥିଲା

ସମକକ୍ଷ : ବିଦାକି


ଅନ୍ୟ ଭାଷାରେ ଅନୁବାଦ :

शुभ अवसरों पर नाइयों, भाटों, बाजेवालों आदि को दिया जानेवाला निमंत्रण और बिदाई।

नाई आखत से संतुष्ट नहीं था।
आखत

ଅର୍ଥ : ଅନ୍ୟଠାରୁ ପାଇବା ବା ପ୍ରାପ୍ତକରିବାକୁ ଥିବା ଟଙ୍କା

ଉଦାହରଣ : ସାହୁକାର ସବୁ ମାସର ଏକ ତାରିଖରେ ହିଁ ପାଉଣା ନେବା ପାଇଁ ଘରେ ପହଞ୍ଚିଯାଆନ୍ତି

ସମକକ୍ଷ : ଦେୟ, ପ୍ରାପ୍ୟ ଧନ, ବାକି


ଅନ୍ୟ ଭାଷାରେ ଅନୁବାଦ :

वह रुपया जो दूसरे से पाना या प्राप्त करना हो।

साहूकार हर महीने पहली तारीख़ को ही पावना लेने घर पहुँच जाता है।
पाना, पावना, प्राप्तव्य धन, प्राप्यधन, बकाया, लहना

A payment that is due (e.g., as the price of membership).

The society dropped him for non-payment of dues.
due