ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ପାଇଜାମା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ପାଇଜାମା   ବିଶେଷ୍ୟ

ଅର୍ଥ : ମିୟାନୀ ଲଗା ନ ଯାଇ ବୋତାମ ଦ୍ୱାରା ବନ୍ଦ କରା ଯାଉଥିବା ଇଂରାଜୀ ଢଙ୍ଗର ପାଇଜାମା

ଉଦାହରଣ : ଶୀତଦିନେ ଉଲତିଆରି ପାଇଜାମା ପିନ୍ଧିବାକୁ ଭଲ ଲାଗେ

ସମକକ୍ଷ : ପ୍ୟାଣ୍ଟ


ଅନ୍ୟ ଭାଷାରେ ଅନୁବାଦ :

वह अँग्रेजी ढंग का पायजामा जिसमें मियानी नहीं लगाई जाती और जो बटन से बंद किया जाता है।

जाड़े के दिनों में ऊनी पतलून पहनना अच्छा होता है।
पतलून, पैंट, पैन्ट

ଅର୍ଥ : ଗୋଡ଼ରେ ପିନ୍ଧା ଯାଉଥିବା ଏକ ପୋଷାକ ଯେଉଁଥିରେ କମରରୁ ଆରମ୍ଭ କରି ଗୋଇଠି ପର୍ଯ୍ୟନ୍ତ ଘୋଡ଼ାଇ ହୁଏ

ଉଦାହରଣ : ନେତାଜୀ ପାଇଜାମା ଏବଂ କୁର୍ତ୍ତା ପିନ୍ଧିଥିଲେ


ଅନ୍ୟ ଭାଷାରେ ଅନୁବାଦ :

पैरों में पहना जाने वाला एक पहनावा जिससे कमर से एड़ी तक का भाग ढका रहता है।

नेताजी पायजामा और कुर्ता पहने हुए थे।
इज़ार, इजार, गोड़ाँगी, पजामा, पाजामा, पायजामा, पैजामा