ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ପାଇଖାନା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ପାଇଖାନା   ବିଶେଷ୍ୟ

ଅର୍ଥ : ମଳତ୍ୟାଗ କରିବାପାଇଁ ତିଆରି କରାଯାଇଥିବା ସ୍ଥାନ

ଉଦାହରଣ : ସାଧାରଣ ଲୋକଙ୍କ ସୁବିଧାପାଇଁ ସୁଲଭ ଶୌଚାଳୟ ତିଆରି ହୋଇଛି

ସମକକ୍ଷ : ଶୌଚାଳୟ


ଅନ୍ୟ ଭାଷାରେ ଅନୁବାଦ :

मल त्याग करने के लिए बनाया गया स्थान।

सुलभ शौचालय आम जनता की सुविधा के लिए बने हैं।
टॉयलेट, पाख़ाना, पाखाना, पायखाना, पैख़ाना, पैखाना, शौच स्थान, शौचागार, शौचालय, स्वच्छता गृह, स्वच्छता-गृह, स्वच्छतागृह

A room or building equipped with one or more toilets.

bathroom, can, john, lav, lavatory, privy, toilet

ଅର୍ଥ : ପାଇଖାନା ବା ଝାଡ଼ା ଫେରିବାର ପ୍ରକ୍ରିୟା

ଉଦାହରଣ : ଗାଁରେ ଅଧିକାଂଶ ଲୋକେ ଖୋଲା ପଡ଼ିଆରେ ଶୌଚ କରନ୍ତି

ସମକକ୍ଷ : ଝାଡ଼ାଫେରି, ଝାଡ଼ାବସା, ମଳତ୍ୟାଗ, ଶୌଚ, ହଗମୁତ


ଅନ୍ୟ ଭାଷାରେ ଅନୁବାଦ :

पख़ाना या टट्टी करने की क्रिया।

गाँवों में अधिकतर लोग शौच के लिए खुले स्थानों में जाते हैं।
दिशा, दिसा, मल त्याग, मलोत्सर्ग, शौच, शौच कर्म, शौचकर्म

A euphemism for defecation.

He had a bowel movement.
bm, bowel movement, movement