ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଚାରି ଛଟାଙ୍କି ଓଜନର ବଟକରା
ଉଦାହରଣ : ଦୋକାନୀ ଚା ପତି ଓଜନ କରିବାପାଇଁ ପାଆ ଖୋଜୁଛି
ଅନ୍ୟ ଭାଷାରେ ଅନୁବାଦ :हिन्दी
चार छटाक की तौल का बटखरा।
ଅର୍ଥ : କୌଣସି ବସ୍ତୁ ଆଦିର ଏକ ଚତୁର୍ଥାଂଶ ଭାଗ ବା ଅଂଶ
ଉଦାହରଣ : ଏହାର ଓଜନ ଏକ ପାଆ ହେବ
ସମକକ୍ଷ : ପା
ଅର୍ଥ : ଏକ ସେରର ଚାରିଭାଗରୁ ଏକ ଭାଗ ସହିତ ସମାନ ଏକ ମାପ ବା ଓଜନ
ଉଦାହରଣ : ଚାରି ଛଟାଙ୍କି ଏକ ପାଆ ସହିତ ସମାନ
ଅନ୍ୟ ଭାଷାରେ ଅନୁବାଦ :हिन्दी English
एक तौल जो एक सेर के चौथाई के बराबर होती है।
A quarter of a hundredweight (25 pounds).
ଅର୍ଥ : ପାଆଭର୍ତ୍ତି ମାପ ନିମନ୍ତେ ବାସନ ବା ବଟକରା
ଉଦାହରଣ : ଗଉଡ଼ ପାଆକିଆରେ ଦୁଧ ମାପୁଛି
ସମକକ୍ଷ : ପାଆକିଆ
पाव भर माप का बर्तन या बटखरा।
ସଂସ୍ଥାପନ କରନ୍ତୁ