ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ପହ୍ନାଇବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ପହ୍ନାଇବା   କ୍ରିୟାପଦ

ଅର୍ଥ : ଦୁହିଁବାବେଳେ ଗାଈ,ମଇଁଷି ଆଦିଙ୍କ ସ୍ତନରୁ ଦୁଧ ବାହାରିବା

ଉଦାହରଣ : ବାଛୁରି ପାଖକୁ ଯିବାମାତ୍ରେ ଗାଈ ପହ୍ନାଇଲା


ଅନ୍ୟ ଭାଷାରେ ଅନୁବାଦ :

दुहते समय गाय,भैंस आदि के थन में दूध उतरना।

बछड़े के पास जाते ही गाय पेन्हा गई।
पेंहाना, पेन्हाना