ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ପହରା ଚୌକି ଶବ୍ଦର ଅର୍ଥ ଏବଂ ଉଦାହରଣ ।

ପହରା ଚୌକି   ବିଶେଷ୍ୟ

ଅର୍ଥ : ପହରା ଦେବାପାଇଁ ଯେଉଁ ସ୍ଥାନରେ ସିପାହୀ ଅଛନ୍ତି

ଉଦାହରଣ : ଆଜି ସହରରେ ଏକ ଚେକ୍‌ପୋଷ୍ଟରେ ଚରସ ଭର୍ତ୍ତି ଟ୍ରକ ଧରା ପଡ଼ିଗଲା

ସମକକ୍ଷ : ଚେକ୍‌ପୋଷ୍ଟ, ପହରା ପୋଷ୍ଟ


ଅନ୍ୟ ଭାଷାରେ ଅନୁବାଦ :

वह स्थान जहाँ पहरा देने के लिए सिपाही होते हैं।

आज शहर के एक नाके पर चरस से लदा ट्रक पकड़ा गया।
चौकी, नाका, पहरा चौकी

The position where someone (as a guard or sentry) stands or is assigned to stand.

A soldier manned the entrance post.
A sentry station.
post, station