ଅର୍ଥ : ଜଳସେଚନ ପାଇଁ ଖେତରେ କରାଯାଇଥିବା ଛୋଟ ନାଳୀ
ଉଦାହରଣ :
ଚାଷୀ ତା ଅସମତଳ ଖେତରେ ପାଣି ମଡ଼ାଇବାପାଇଁ ପହଣି ତିଆରି କରୁଛି
ଅନ୍ୟ ଭାଷାରେ ଅନୁବାଦ :
खेतों में सिंचाई के लिए बनायी जानेवाली छोटी नाली।
किसान अपने असमतल खेत की सिंचाई करने के लिए बरहा बना रहा है।A passage for water (or other fluids) to flow through.
The fields were crossed with irrigation channels.ଅର୍ଥ : ଜଳ ବୋହିଯିବାର ସରୁ ମାର୍ଗ ବା ଛୋଟ ନାଳ
ଉଦାହରଣ :
ମଇଳା ଭର୍ତ୍ତି ହୋଇଯିବାହେତୁ ନାଳୀର ମୁହଁ ବନ୍ଦ ହୋଇଯାଇଛି
ଅନ୍ୟ ଭାଷାରେ ଅନୁବାଦ :