ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ପହଁରାଇବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ପହଁରାଇବା   କ୍ରିୟାପଦ

ଅର୍ଥ : ପହଁରିବା କାମ ଅନ୍ୟଦ୍ୱାରା କରାଇବା

ଉଦାହରଣ : ପ୍ରଶିକ୍ଷକ ମୋ ଝିଅକୁ ପ୍ରତିଦିନ ପହଁରାନ୍ତି


ଅନ୍ୟ ଭାଷାରେ ଅନୁବାଦ :

तैरने का काम दूसरे से कराना।

प्रशिक्षक मेरी बेटी को रोज तैरवाते हैं।
तैरवाना

ଅର୍ଥ : ଅନ୍ୟକୁ ସନ୍ତରଣ ନିମନ୍ତେ ପ୍ରବୃତ୍ତ କରିବା

ଉଦାହରଣ : ମା ପିଲାକୁ ଧରି ପହଁରାଉଛି


ଅନ୍ୟ ଭାଷାରେ ଅନୁବାଦ :

दूसरे को तैराने में प्रवृत्त करना।

माँ बच्चे को पकड़कर तैरा रही है।
तैराना, पैराना