ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ମଣିଷର ସ୍ୱଭାବ, ପ୍ରକୃତି ବା ଆଚରଣର ବିରୁଦ୍ଧ ବା ପଶୁମାନଙ୍କ ଭଳି
ଉଦାହରଣ : ଅମାନବୀୟ ପ୍ରକୃତିଗୁଡ଼ିକୁ କଦାପି ପ୍ରଶ୍ରୟ ଦେବା ଉଚିତ ନୁହେଁ କାହାରିସହ ମଧ୍ୟ ଅମାନବୀୟ ବ୍ୟବହାର କରନ୍ତୁ ନାହିଁ
ସମକକ୍ଷ : ଅମଣିଷ, ଅମାନବୀୟ, ଅମାନୁଷିକ, ପାଶବିକ
ଅନ୍ୟ ଭାଷାରେ ଅନୁବାଦ :हिन्दी
मनुष्य के स्वभाव,प्रकृति या आचरण के विरुद्ध या पशुओं का सा।
ସଂସ୍ଥାପନ କରନ୍ତୁ