ଅର୍ଥ : ଯେଉଁ ପାତ୍ରରେ ତରଳ ପଦାର୍ଥ ମପାଯାଏ
ଉଦାହରଣ :
ଦୋକାନଗୁଡ଼ିକରେ ପଳାରେ ତେଲ ମପାଯାଏ
ସମକକ୍ଷ : ଆୟତନ ମପା ପାତ୍ର
ଅନ୍ୟ ଭାଷାରେ ଅନୁବାଦ :
वह पात्र जिससे आयतन मापा जाता है।
दुकानों में आयतन मापी पात्र से मापकर तेल बेचा जाता है।ଅର୍ଥ : କ୍ଷୀର ମାପିବାର ଏକ ପାତ୍ର
ଉଦାହରଣ :
ରାମା ପଳାରେ କ୍ଷୀର ମାପୁଛି
ଅନ୍ୟ ଭାଷାରେ ଅନୁବାଦ :